Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

#Summer Writing Fun

SEE WINNERS

Share with friends

ଗ୍ରୀଷ୍ମ ଋତୁ ଆସିଛି ! ତା' ସହ ଗ୍ରୀଷ୍ମର ମନମତାଣିଆ ଉପାଦାନଗୁଡିକ ବି ହାତ ପାଆନ୍ତାରେ, ସତରେ ଏ ଗ୍ରୀଷ୍ମ ଟିକେ ନିଆରା ନୁହଁକି ! ଯଦିଓ ଆମ ପାଖରେ କରୋନା ମହାମାରୀର ଆହ୍ଵାନ ଅଛି । ତଥାପି ଏହା ଆମକୁ ନିଶ୍ଚୟ ଲେଖିବାରେ ସାହାଯ୍ୟ କରିବ, ଏହା ସହ ଆପଣଙ୍କର ଲେଖା ଅଭ୍ୟାସକୁ ମଧ୍ୟ ସମର୍ଥନ କରିବ । ଆପଣଙ୍କ ଅଭିଜ୍ଞତା ଏବଂ ପ୍ରକ୍ରିୟାକରଣକୁ ଏହା ସ୍ୱତନ୍ତ୍ର କରିବ । ଏହା ବ୍ୟତୀତ ଏହା ଆପଣଙ୍କ ଜୀବନରେ ସର୍ଜନାନୁଭୂତିର ଅଭିବୃଦ୍ଧି ଏବଂ ଅଭିବ୍ୟକ୍ତିର ପରିସର ସୃଷ୍ଟି କରିବ ।

ଷ୍ଟୋରିମିରର୍ #Do With Lit ସହିତ ମିଳିତ ଭାବରେ "ସମର ଉଇଣ୍ଟର୍ ଫନ୍" ଲେଖା ପ୍ରତିଯୋଗିତା ଉପସ୍ଥାପନ କରୁଛି, ଯାହାକି ଆପଣଙ୍କ ସର୍ଜନ ଦକ୍ଷତା ପ୍ରଦର୍ଶନ କରିବାର ଏକ ସୁଯୋଗ ସୃଷ୍ଟି କରିବ ।

ତେଣୁ ମଜାଦାର ଭରପୂର ଲିଖନ ଅନୁଭୂତି ପାଇଁ ପ୍ରସ୍ତୁତ ହୁଅନ୍ତୁ !!!

ବିଷୟ - #ଗ୍ରୀଷ୍ମ

ନିୟମ :

  1. ଗ୍ରୀଷ୍ମକୁ ଆଧାର କରି ହିଁ ଆପଣ ନିଜର ଲେଖା ଦାଖଲ କରିପାରିବେ ।
  2. ଧାରା ଉପରେ କୌଣସି ପ୍ରତିବନ୍ଧକ ନାହିଁ ।
  3. ସମ୍ପାଦକୀୟ ମୂଲ୍ୟାଙ୍କନ ନମ୍ବର ଉପରେ ଆଧାର କରି ବିଜେତାମାନଙ୍କୁ ସ୍ଥିର କରାଯିବ ।
  4. ଅଂଶଗ୍ରହଣକାରୀମାନେ ସେମାନଙ୍କର ମୂଳ ବିଷୟବସ୍ତୁ ଦାଖଲ କରିବା ଉଚିତ୍ । ଆପଣ ଦାଖଲ କରୁଥିବା ବିଷୟବସ୍ତୁ ସଂଖ୍ୟାରେ କୌଣସି ସୀମା ନାହିଁ ।
  5. କୌଣସି ଶବ୍ଦ ସୀମା ନାହିଁ ।
  6. ଇ-ମେଲ କିମ୍ବା ହାର୍ଡ କପି କିମ୍ବା ପ୍ରତିଯୋଗୀତା ଲିଙ୍କ୍ ବ୍ୟବହାର ନକରି ଯେକୌଣସି ଲେଖା ଦାଖଲ ପ୍ରତିଯୋଗିତା ପାଇଁ ଯୋଗ୍ୟ ବିବେଚିତ ହେବେ ନାହିଁ ।
  7. କୌଣସି ଅଂଶଗ୍ରହଣ ଶୁଳ୍କ ନାହିଁ ।
  8. ମାନପତ୍ର ବିଭାଗ ଅଧୀନରେ ଆପଣଙ୍କର ଅଂଶଗ୍ରହଣ ପ୍ରମାଣପତ୍ରଗୁଡ଼ିକ ଆପଣଙ୍କର ପ୍ରୋଫାଇଲ୍ ରେ ଉପଲବ୍ଧ ହେବ ।

ଶ୍ରେଣୀଗୁଡିକ:

କାହାଣୀ

କବିତା

ଭାଷା : ଇଂରାଜୀ, ହିନ୍ଦୀ, ମରାଠୀ, ଗୁଜରାଟୀ, ତାମିଲ, ତେଲୁଗୁ, ମାଲାୟାଲମ୍, କନ୍ନଡ, ଓଡିଆ ଏବଂ ବଙ୍ଗଳା ।

ପୁରସ୍କାର :

  1. ସମସ୍ତ ଅଂଶଗ୍ରହଣକାରୀ ଏକ ଅଂଶଗ୍ରହଣ ପ୍ରମାଣପତ୍ର ପାଇବେ |
  2. ପ୍ରତ୍ୟେକ ବର୍ଗ ଏବଂ ଭାଷାର ଶ୍ରେଷ୍ଠ ୨ ଜଣ ବିଜେତାଙ୍କୁ ୧୦୦ ଟଙ୍କା ମୂଲ୍ୟର ଷ୍ଟୋରୀମିରର ଦୋକାନ ଭାଉଚର ପାଇବେ । ଏହା ସହ ସେମାନଙ୍କର ଲେଖା #Do with Lit ଇନଷ୍ଟାଗ୍ରାମ୍ ପୃଷ୍ଠାରେ ପ୍ରଦର୍ଶିତ ହେବ ।
  3. ସମସ୍ତ ବିଜେତାଙ୍କୁ ବିଜେତା ପ୍ରମାଣପତ୍ର ପ୍ରଦାନ କରାଯିବ ।

ଦାଖଲ ଅବଧି : ୧୯ ଏପ୍ରିଲ ୨୦୨୧ ରୁ ୧୪ ମଇ ୨୦୨୧ ।

ଫଳାଫଳ : ଜୁନ୍ ୨୫, ୨୦୨୧

ଯୋଗାଯୋଗ:

ଇ-ମେଲ୍ : neha@storymirror.com

ଫୋନ୍ ନମ୍ବର : +91 9372458287