STORYMIRROR

#Love Language

SEE WINNERS

Share with friends

ପ୍ରେମକୁ ବ୍ୟାଖ୍ୟା କରିବା, ମାପିବା ଏବଂ ବୁଝିବା ଅତ୍ୟନ୍ତ କଷ୍ଟକର । ମହାନ ଲେଖକମାନେ ଯାହା ଲେଖନ୍ତି, ମହାନ ଗାୟକମାନେ ଗାନ କରନ୍ତି ଏବଂ ମହାନ ଦାର୍ଶନିକମାନେ ଯାହା ଚିନ୍ତା କରନ୍ତି - ତାହା ପ୍ରେମ ! ପ୍ରେମ ହେଉଛି ଏକ ଶକ୍ତିଶାଳୀ ଭାବନା, ଯେଉଁଥି ପାଇଁ କୌଣସି ଭୁଲ୍ ସଂଜ୍ଞା ନାହିଁ, କାରଣ ଏହା ପ୍ରତ୍ୟେକ ବ୍ୟକ୍ତିଙ୍କୁ ଭିନ୍ନ ଭାବରେ ଅନୁକୂଳ କରେ । ପ୍ରେମ ପରିବାର, ବନ୍ଧୁ କିମ୍ବା ପ୍ରେମୀଯୁଗଳଙ୍କ ମଧ୍ୟରେ ହେଉ, ଏହା ଏକ ଅତ୍ୟଧିକ ଭାବପ୍ରବଣତା ଯାହାକି ବିଭିନ୍ନ ଉପାୟରେ ଅନୁଭୂତ ହୋଇପାରେ ।

ଷ୍ଟୋରୀମିରର୍ ଆପଣଙ୍କୁ #ଲଭ୍_ଲାଙ୍ଗୁଏଜ୍ ପ୍ରତିଯୋଗିତାର ଏକ ଅଂଶ ହେବା ନିମନ୍ତେ ଆମନ୍ତ୍ରଣ କରୁଛି, ଏହା ଏମିତି ଏକ ଲେଖା ପ୍ରତିଯୋଗିତା ଯାହାକି ପ୍ରେମର ଏକ ମହନୀୟ କାହାଣୀ ବିଷୟରେ କହିଥାଏ । ଚାଲନ୍ତୁ ନା ପ୍ରେମ ବିଷୟରେ ଆଲୋଚନା କରିବା !

ବିଷୟ - ପ୍ରେମ ।

ନିୟମ :

  1. ଅଂଶଗ୍ରହଣକାରୀମାନେ କେବଳ ପ୍ରେମର ବିଷୟବସ୍ତୁ ଉପରେ କାହାଣୀ ଏବଂ କବିତା ଦାଖଲ କରିପାରିବେ ।
  2. ସମ୍ପାଦକୀୟ ମୂଲ୍ୟାଙ୍କନ ନମ୍ବର ଆଧାରରେ ବିଜେତାମାନଙ୍କୁ ସ୍ଥିର କରାଯିବ ।
  3. ଅଂଶଗ୍ରହଣକାରୀମାନେ ସେମାନଙ୍କର ମୂଳ ବିଷୟବସ୍ତୁ ଦାଖଲ କରିବା ଉଚିତ୍ । ଦାଖଲ ହେବାକୁ ଥିବା ବିଷୟବସ୍ତୁ ସଂଖ୍ୟାରେ କୌଣସି ସୀମା ନାହିଁ ।
  4. ଆପଣଙ୍କର ବିଷୟବସ୍ତୁରେ  #lovelanguage ବ୍ୟବହାର କରନ୍ତୁ ।
  5. କୌଣସି ଶବ୍ଦ ସୀମା ନାହିଁ ।

ବର୍ଗ :

କାହାଣୀ

କବିତା

ପୁରସ୍କାର:

ଶ୍ରେଷ୍ଠ ୩ଟି କାହାଣୀ ଏବଂ କବିତାକୁ Rs.250 ଟଙ୍କା ମୂଲ୍ୟର ଷ୍ଟୋରିମିରର୍ ଭାଉଚର୍ ପ୍ରଦାନ କରାଯିବା ସହ

ବିଜେତାମାନେ ଉତ୍କୃଷ୍ଟତାର ପ୍ରମାଣପତ୍ର ପାଇବେ ।

ସମସ୍ତ ଅଂଶଗ୍ରହଣକାରୀଙ୍କୁ ଅଂଶଗ୍ରହଣ ପ୍ରମାଣପତ୍ର ପ୍ରଦାନ କରାଯିବ ।

ବିଶେଷ ପୁରସ୍କାର :

ଏହି ପ୍ରତିଯୋଗିତାରେ ଆପଣଙ୍କର ୫ଟି କିମ୍ବା ତଦୁର୍ଦ୍ଧ୍ୱ ସାଙ୍ଗମାନଙ୍କୁ ଆମନ୍ତ୍ରଣ କରି ଏହାର ବିସ୍ତାର କରନ୍ତୁ ଏବଂ ଏକ ପୁସ୍ତକ ଜିତନ୍ତୁ । ପ୍ରତିଯୋଗିତା ସମାପ୍ତ ହେବା ପରେ ସେମାନେ ଦାଖଲ କରିଥିବା ଲେଖାର ଲିଙ୍କ୍ ଆମ ସହ ଅଂଶୀଦାର କରିବାକୁ ପଡିବ ।

ମନେରଖନ୍ତୁ : ସେମାନେ ଷ୍ଟୋରିମିରର୍ ମଞ୍ଚରେ ନୂଆ ହୋଇଥିବା ଜରୁରୀ ।

ଦାଖଲ ପର୍ଯ୍ୟାୟ - ଫେବୃଆରୀ ୦୮, ୨୦୨୨ ରୁ ମାର୍ଚ୍ଚ ୦୭, ୨୦୨୨ ପର୍ଯ୍ୟନ୍ତ

ଫଳାଫଳର ଘୋଷଣା : ଏପ୍ରିଲ ୦୭, ୨୦୨୨

ଯୋଗାଯୋଗ :

ଇମେଲ୍ : neha@storymirror.com

ଫୋନ୍ ନମ୍ବର : +91 9372458287