Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Rupesh Sonu

Others

2  

Rupesh Sonu

Others

ବିଶ୍ୱାସ ନାହିଁ ଯଦି.....

ବିଶ୍ୱାସ ନାହିଁ ଯଦି.....

1 min
7.0K


ବିଶ୍ୱାସ ନାହିଁ ଯଦି....

କରିନିଅ ମୋ ଅନ୍ତରର ବ୍ୟବଛେଦ

ଦେଖିନିଅ ଥରେ

ରଖିଛି ତୁମ ପାଇଁ କେତେ ଫୁଟ ଯାଗା

ବିଶ୍ୱାସ ନାହିଁ ଯଦି....

ଖୋଳି ଦେଖ ମୋର ସ୍ମୃତିର କବର

ପ୍ରତି କୋଣେ ଅଣୁକୋଣେ

ତୁମ ପ୍ରତିଛବି ଦିଶୁଛି କି ନାହିଁ

ବିଶ୍ୱାସ ନାହିଁ ଯଦି....

ଛାଡ଼ିଦେଇ ଆସ ମୋତେ

କେଉଁ ଏକ ଅଜଣା ବଣରେ

ଆଉ ଦେଖ ମୁଁ ତୁମ ପାଶେ ଫେରୁଛି କି ନାହିଁ

ବିଶ୍ୱାସ ନାହିଁ ଯଦି....1

ଥରେ ଖେଳିିଯାଅ ମୋ ରକ୍ତରେ ହୋଲି

ଆଉ ଖୋଜିନିଅ ତୁମରି ସ୍ୱରରେ ମାତାଲ

ରକ୍ତ କଣିକା ନାଚୁଛି କି ନାହିଁ।

         

             ରୂପେଶ ସାହୁ


Rate this content
Log in