ଆଲୋକ
ଆଲୋକ
1 min
1.0K
ଆସୁ ଯେତେ ଝଡ ବା କି ବତାସ
ପଡିବାନି ଆମେ ଟଳି
ଆଲୋକ ସନ୍ଧାନେ ପ୍ରତିଟି ମୁହୂର୍ତ୍ତ
ହସୁଥିବା ସଦା ଜଳି ||
ଆସୁ ଯେତେ ଝଡ ବା କି ବତାସ
ପଡିବାନି ଆମେ ଟଳି
ଆଲୋକ ସନ୍ଧାନେ ପ୍ରତିଟି ମୁହୂର୍ତ୍ତ
ହସୁଥିବା ସଦା ଜଳି ||