ପ୍ରେମ
ପ୍ରେମ
1 min
433
କିଏ କହେ ପ୍ରେମ ପୂଜା ଅଟେ ପୁଣି
କିଏ କହେ ପ୍ରେମ ତ୍ୟାଗ
ପ୍ରେମ ନୁହେଁ ଦୁଇ ଦେହର ମିଳନ
ଅନ୍ତଃ ମନର ଯୋଗ ||
-------
ଦିପ୍ତିରଞ୍ଜନ ବେହେରା
(ବେଣ୍ଟପଦା, ଆଠଗଡ, କଟକ, Email: diptiranjan_behera@yahoo.com)