ଅଭିନୟ
ଅଭିନୟ
1 min
7.0K
ଅଭିନୟ
----------
ଭୁଲିବାକୁ ଚାହିଁଲେ ମୁଁ
ଭୁଲି ତ ପାରେନା
ଭୁଲି ପାରୁନାହିଁ ବୋଲି
ଭାବ ତୁମେ କରେକି ବାହାନା ||
ବାହାନା ମୁଁ କରିପାରେ
ଅଭିନୟ ସାଥେ
ତାହା କିନ୍ତୁ ତୁମ ପାଇଁ
ଜୀବନ ର ଭିନ୍ନ ଏକ ପଥେ ||