ଅପେକ୍ଷା
ଅପେକ୍ଷା
1 min
6.9K
ଭୁଲିଗଲେ ଭୁଲି ଯାଅ
ଦୁଃଖ ନାହିଁ ମୋର
ଯଦି କେବେ ଫେରିଆସ
ଥିବି ହୋଇ ତୋର ||
କାଗଜରେ ଆଙ୍କିନି ମୁଁ
ଛବି କୁ ତୁମର
ହୃଦୟେ ରଖିଛି ପ୍ରିୟା
ତୋଳି ଯେ ନଅର ||