ସପ୍ତରଙ୍ଗ
ସପ୍ତରଙ୍ଗ
1 min
492
ଜୀବନଟା ଏକ ଇଂଦ୍ରଧନୁ ବନ୍ଧୁ
ସପ୍ତରଙ୍ଗ ର ସେ ମେଳି ||
ବଞ୍ଚିବାକୁ ହବ ପ୍ରତି ରଙ୍ଗ ସହ
ଆନନ୍ଦେ ମଥାରେ ବୋଳି ||
ଜୀବନଟା ଏକ ଇଂଦ୍ରଧନୁ ବନ୍ଧୁ
ସପ୍ତରଙ୍ଗ ର ସେ ମେଳି ||
ବଞ୍ଚିବାକୁ ହବ ପ୍ରତି ରଙ୍ଗ ସହ
ଆନନ୍ଦେ ମଥାରେ ବୋଳି ||