Become a PUBLISHED AUTHOR at just 1999/- INR!! Limited Period Offer
Become a PUBLISHED AUTHOR at just 1999/- INR!! Limited Period Offer

Debashis Muduli

Others

3  

Debashis Muduli

Others

ଭାରତୀୟ

ଭାରତୀୟ

1 min
295


ନାହିଁ ଧର୍ମ ବୈଷମ୍ୟ

ନାହିଁ କୌଣସି ଧର୍ମ

ସମସ୍ତେ ଗୋଟିଏ ଡୋରରେ ବନ୍ଧା

ଆମେ ନୋହୁଁ ହିନ୍ଦୁ

ଆମେ ନୋହୁଁ ମୁସଲିମ ଅବା ଖ୍ରୀଷ୍ଟ

ଆମର ଗୋଟିଏ ଧ୍ରୁବ ।

ଆମେ ଜଗନ୍ନାଥ ସଂସ୍କୃତି ଧାରୀ

ଆମେ ମହାଭାସି

ଆମେ କୃପାଧାରୀ

ଆକୁମାରି ହିମାଳୟ

ଆମେ ବିନ୍ଦୁ ବିନ୍ଦୁ ରୁ,

ସିନ୍ଧୁ କରୁ ତିଆରି ।

ସଭିଙ୍କ ହୃଦୟରେ ଆମେ

ସେଥିପାଇଁ ତ ସମସ୍ତେ କହନ୍ତି

ସଗର୍ବରେ,

ଆମେ ଭାରତୀୟ

ଆମେ ହିନ୍ଦୁସ୍ତାନୀ ।


Rate this content
Log in