MANAS KAR

Others

2.5  

MANAS KAR

Others

ମୁଁ ଦାଦନ କହୁଛି

ମୁଁ ଦାଦନ କହୁଛି

1 min
88


କେତେ ଆଶା ନେଇ ଆସି ଥିଲି

ଓଡିଶାରୁ ଧାଇଁ ମୋ ଗାଆଁ

ଘର ସଂସାର ଛାଡି

ସୁଜିବି ବୋଲି ବାପାଙ୍କ ଋଣ

ଅନ୍ୟ ରାଜ୍ୟ କାମ କରି

କରୋନା ଦେଲା ଉଜାଡି

ଋଣ ସୁଜିବି କେମିତି ଲୋ ମା

ସୁଧ ବି ଦେଇ ପାରୁନି

କଷ୍ଟ କରି କିଛି ଧନ ସାଇତିଲି

ଲକ୍ ଡାଉନରେ ସରିଗଲାଣି

ବାପାଙ୍କ ଔଷଧ କିପରି ଆଣୁଛ

ପୁଅ ଝିଅ ମୋର କିପରି ଅଛନ୍ତି

ଘରଣି ରାଣି ମୋର ଭାରି ଅଭିମାନୀ

ହେଲେ କଣ କରିବି ଲୋ ମା

ହେବନି କେଇ ଛାନିଆ

ସରକାର ମୋର କଲେଣି ଯୋଜନା

ନବା ପାଇଁ ଓଡିଶା ସରକାର

ମୋର କର ଶିଘ୍ର ଯୋଜନା

ଶ୍ରମିକ ହେଲେଣି ଅଥୟ

ଲକ୍ ଡାଉନର ଶେଷ ଦିନ ପରେ

ତୁମ ପ୍ରତି ସୂତୀ ଯଦି କାମ ନ କରେ

ତା ହେଲେ ପରିଣାମ ହେବ ଭୟଙ୍କର

ଯେତେ ଶିଘ୍ର ନେଇ ଯାଅ ଓଡିଶା

ଆମ ଭିଟା ମାଟିକୁ ତୁମେ

ଯେଉ ନିୟମ କରିବ.

ଆମେ ତା ମାନିବୁ

ଏତିକି ଦାଦନ ଶ୍ରମିକଙ୍କ ଗୁହାରି ଶୁଣ

ହେ ସରକାର

ମାସେ ହେଲା କାମ ନାହିଁ

ହେଲେ କମ୍ପାନୀ ମଜଦୂରି

ପଇସା ଦେଉ ନାହିଁ

କେମିତି ରହିବୁ କୁହ ସରକାର

ସରକାର ହେ ଦାଦନ ଶ୍ରମିକ

ବିନତି କରୁଛି ନେଇ ଯାଅ ତାର ଭିଟା ମାଟିକୁ

ତୁମେ ଯଉ ନିୟମ କାନୁନୁ ବନେୟିବ

ଆମେ ସେହି ନିୟମ ମାନିବୁ

ଚଉଦ ଦିନ(୧୪)- ପଞ୍ଚାୟତ ଅଫିସି ଘରେ କ୍ବାରନଣ୍ଟାଇନରେ ରହିବୁ

ଏତିକି ଆମର ଜଗତର ନାଥ

ଜଗନ୍ନାଥ ପାଖରେ ପ୍ରାର୍ଥନା

ଓଡିଶା ସରକାର ଆମକୁ ଫେରାଇ ନବ

ଓଡିଶା ଆମର ବିଶ୍ବାସ...

ସେଥିପାଇଁ ଆମ ହୃଦୟରେ ରହିଥିବ ସାରା ଜୀବନ ...


ଇତି ...ଦାଦନ ଶ୍ରମିକ



Rate this content
Log in