STORYMIRROR

Santosh Samal

Others

3  

Santosh Samal

Others

ଭେଟ

ଭେଟ

2 mins
757

ସରକାରୀ ଆସ୍ରୟଗୃହ ଵାରଣ୍ଡାରେ ଏକା ଏକା ଵସି ଅଭିରାମ ବାଵୁ ଚନ୍ଦ୍ର ରାତ୍ରିର ଧୋଵ ଫର ଫର ଆଲୁଅକୁ ଅନେଇ ଭାବୁଥାନ୍ତି ସେଇ ପନ୍ଦର ଵଷ ତଳର କଥା । ସେଇ ପନ୍ଦର ଵର୍ଷର ଅତୀତ ଯେମିତୀ ପନ୍ଦର ମିନିଟ୍ ପରି ଲାଗୁଥାଏ। ସ୍ତ୍ରୀ,ପିଲା ସହିତ କଲିକତା ଵୁଲି ଭୁବନେଶ୍ଵର ଫେରୁଥାନ୍ତି, ବସ୍ ଟା ଵାଟରେ ଆକ୍ସିଡେଣ୍ଟ ହେଇଗଲା। 

ଵିନୋଦ ବାବୁ ଅତୀତ ଦୁଃଖକୁ ଭାଵି ଆଖିରୁ ଲୁହ ଆସିଯାଉଥାଏ ।ଏତେ ଵଡ଼ ଦୁନିଆରେ ସେ ଯେମିତି ଏକା ତାଙ୍କ ଦୁଃଖ ଵୁଝିଵାକୁ କେହିନାହିଁ । ହଠାତ୍ କୁ କେହି ଜଣେ ଅଭିରାମ ଵାଵୁ ଡାକିଲା ଅଭିରାମ ଆଉ ଡେରି ନ କରି ଶୀଘ୍ର ଆସ ଆଜି ଆମ ମାନଙ୍କୁ ଦାନ,ଦକ୍ଷିଣା, ଭୋଜନ ମିଳିଵ ଶୀଘ୍ର ଆସ୍ ।ହଁ .. ଚାଲ ମୁଁ ଯାଉଛି ।


ଜଣଙ୍କ ପରେ ଜଣେ ପୋଷାକ ନେଇ ଯାଉଥାନ୍ତି,ଅଭିରାମ ଵାଵୁ ସେହି ଵାଣ୍ଟୁ ଥିଵା ଯୁଵକକୁ ଚାହିଁ ରହିଲେ ଦେଖିଲେ ତା' ବାମ ହାତରେ ଥିଵା ଲେଖାକୁ ସେ ଲେଖା ଦେଖି ସତେ ଯେମିତି ତାଙ୍କୁ ଆକାଶରୁ ଖସି ପଡିଲା ପରି ଲାଗିଲା,ପାଦ ତଳୁ ମାଟି ଖସିଗଲା ପରିଲାଗିଲା ।କିଏ ଏ' ଯୁଵକ ଜଣକ କ'ଣ ପାଇଁ ଏ ସଵୁ ଦଉଛି ପଚାରିଲେ ତାକୁ। ଯୁଵକ କହିଲେ ତାଙ୍କ ଵାପା,ମାଆ ଙ୍କର ଆଜି ଶ୍ରାଦ୍ଧ। ଜାନୁଆରୀ ୨୬ ତାରିଖରେ ଆକ୍ସିଡେଣ୍ଟରେ ମରି ଯାଇଛନ୍ତି। ଅଭିରିମ ଵାଵୁ ସେଇ ପନ୍ଦର ଵରଷ ତଳର କଥା ମନେ ପଡିଯାଏ।ସେ ଦିନ ଵି ୨୦୦୮ଜାନୁଆରୀ ୨୬ ତାରିଖ । ଯୁଵକ ପଚାରିଲେ ଆପଣଙ୍କର କଣ ହେଲା । ଶୁଣି ଆପଣ ଚମକି  ପଡିଲେ ।

      

ଅଭିରାମବାବୁ କହିଲେ ସେଇ ୨୦୦୮ ଜାନୁଆରୀ ୨୬, ତାରିଖ ମୋ ସହିତ ମୋ ସ୍ତ୍ରୀ,ପୁଅ ଵି ଥିଲେ କଲିକତାରୁ ଭୁଵନେଶ୍ଵର ଵସ୍ ଫେରୁଥିଲୁ। ଯୁଵକ ଵି କହିଵାକୁ ଲାଗିଲା ମୁଁ ଵି ସେଇ ଦିନ ମୋ ଵାପା ମାଆଙ୍କ ସହିତ ଥିଲି।ମୋ ଵାପା-ଅଭିରାମ ନାୟକ ମାଆ- କବିତା ନାୟକ । ମୋ ନାଁ ମଳୟ ନାୟକ ଅଭିରାମ ବାଵୁ ଯୁଵକ ନାଁ ଶୁଣି । ଅଭିରାମବାଵୁ କହିଲେ ଘର-ପୁରୀ, ଗାଁ- ନୂଆ ଶାସନ ? ମୋ ନାଁ,ଗାଁ ଠିକଣା କେମିତି ଜାଣିଲେ ।ସତ କୁହନ୍ତୁ ଆପଣ କିଏ ? କଣ ଆପଣଙ୍କ ପରିଚୟ ।ତମ ବାମ ହାତରେ ଯୋଉ (କଵିତା) ଲେଖିଚ ସେ ମୋ ସ୍ତ୍ରୀର ନାଁ। 


ଯୁଵକ କାନ୍ଦୁ ଥାଏ ଵାପା ତମେ ବଞ୍ଚିଛ। ଅଭିରାମ ବାବୁ ହଁରେ ମୁଁ ଵଞ୍ଚିଛି। ହେ ଭଗଵାନ ତମର କି ଲିଳା ପନ୍ଦର ବର୍ଷ ପରେ ମୁଁ ମୋ ପୁଅକୁ ଫେରିପାଇଛି ।

ଵାପା ଵହୁତ ଦିନ ପରେ ତମକୁ ଫେରି ପାଇଛି ,ଆଉ ତମକୁ ପାଖରୁ କୁଆଡେ ଛାଡିବିନି ।ଆସ ଆଉ ଡେରି କରନି ଶୀଘ୍ର ଆସ ଆମ ଘରକୁ ଯିଵା। (ଦୁ ହେଁ ଯାନ୍ତି)  ଯୋଉ ଚନ୍ଦ୍ର ଆଲୁଅରେ ନିଜର ଛାଇକୁ ଦେଖୀ ଏକା ମନେ କରୁଥିଲା। ଅଭିରାମ ଵାବୁ ପୁଅକୁ ଫେରି ପାଇଛନ୍ତି।   

   


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍