STORYMIRROR

BANITA SAHU

Children Stories Drama

2  

BANITA SAHU

Children Stories Drama

ଅଦୃଶ୍ୟ ଝଡ

ଅଦୃଶ୍ୟ ଝଡ

1 min
129

ଗ୍ରୀଷ୍ମ ଋତୁରେ ଖରା ପ୍ରବଳ ହୋଇଥାଏ।

ମାଁଙ୍କ ସହ ମୁଁ ଆଉ ମୋ ସାନ ଭାଇ ସାଥିହୋଇ ଯାଉଥିଲୁ ଆମ୍ବ ତୋଟାକୁ। ମତେ ଭାରି ଡର ଲାଗୁଥାଏ ହେଲେ କହିପାରୁନଥିଲି କାରଣ ମୋ ଭାଇ ମୋ ଠାରୁ ସାନ । ସେ ନଡରି ତାର ଛୋଟ ଛୋଟ କୋମଳ ପାଦରେ ଚାଲି ଚାଲି ଯାଉଥାଏ। ହଠାତ୍ ଗଛ ଡାଳରୁ କୋଇଲିର ଶଦ୍ଦ କାନକୁ ଶୁଣାଗଲା।ଆହାଃ କି ମଧୁର ସ୍ବର। ମନେ ଭାବୁଥାଏ ମୁଁ ମଧ୍ଯ କୋଇଲିର ପରି ଗୀତ ଗାଇପାରନ୍ତିକି।? ହେଲେ ମୋର ତ ସ୍ବର ଭାରି ନିଆରା ନା ଗୀତ ବୋଲି ଆସୁଛି ନା ଲେଖି ଆସୁଛି। ମୋ ଭାଇ କିନ୍ତୁ ବହୁତ ଭଲ ଗୀତ ଗାଇପାରେ ସେଥିରେ ମୁଁ ବହୁତ ଖୁସି।

ଦେଖୁ ଦେଖୁ ହଠାତ୍ ଛୋଟ ଛୋଟ ଟୁକୁରା ଗୁଡିକ ଏକାଠି ହୋଇ ଘୁରିବୁଲୁଥାଏ।ଦେଖି ଆଶ୍ଚର୍ଯ୍ଯ ହୋଇଗଲି କାରଣ ପ୍ରଥମ ଥର ଦେଖିଲି ଏହି ଭଲି ଦ୍ଠଶ୍ଯ। ମୁଁ ତ ଡରିଯାଇ ମାଙ୍କ ପଣତ ତଳେ ଲୁଚିଗଲି। 


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍