STORYMIRROR

ଯଦି ଜଗନ୍ନାଥ...

ଯଦି ଜଗନ୍ନାଥ ଏବଂ ଆଲ୍ଲା ସବୁ ଜାଗାରେ ଅଛନ୍ତି ତେବେ ଗୋଟିଏ ଜିନିଷ ମନେରଖିଥିବେ ଜଗନ୍ନାଥ ମସଜିଦରେ ବି ଅଛନ୍ତି ଏବଂ ଆଲ୍ଲା ମନ୍ଦିରରେ ବି ଅଛନ୍ତି। ତେବେ ଧର୍ମଗତ ସମସ୍ୟା ରହିଲା କେଉଁଠି?

By Subrat Nath
 129