STORYMIRROR

ମୁଁ ଗୋଟିଏ...

ମୁଁ ଗୋଟିଏ ମଣିଷ ଗଛ କାଟିବାକୁ ଯାଇଥିଲି,ହେଲେ ଖରା ଅଧିକ ଥିଲା,ସେ ଗଛ ମୂଳେ ବସିପଡ଼ିଲି। ଭାବିଲି ଖରା ଟିକିଏ କମିଲେ ତାକୁ କାଟିକି ବିକ୍ରୀ କରିଦେବି।

By Subrat Nath
 50


More oriya quote from Subrat Nath
1 Likes   0 Comments
1 Likes   0 Comments

Similar oriya quote from Inspirational