STORYMIRROR
ତୁମକୁ...
ତୁମକୁ ମୁଁ ଭଲପାଏ...
ତୁମକୁ ମୁଁ...
“
ତୁମକୁ ମୁଁ ଭଲପାଏ ବୋଲି
ତୁମ କଥାରେ କେବେ ରାଗିପାରେନା,
ଯେତେ ବାଧିଲେ ବି ମୋତେ
ତୁମକୁ ମୁଁ ଛାଡି ପାରେନା ||
ତୁମ ଛଡା ମୋ ଆଖିରେ କେବେ
ଭଲ କେହି ଲାଗନ୍ତିନି, ସେଇଥିପାଇଁ ତୁମକୁ କାହା ସହ
ତୁଳନା କରିବାକୁ ଚାହେଁନି ||
ତୁମକୁ ଯେ କେତେ ଭଲପାଏ
ସେକଥା ମୁଁ କହିପାରେନା,
ତୁମ ବିନା ମୋ ଜୀବନରେ
କେବେ ମାନେ କିଛି ରୁହେନା ||
”
181
More oriya quote from Mamata Jena
Download StoryMirror App