STORYMIRROR
ବିଶ୍ୱାସ...
ବିଶ୍ୱାସ
ତିଆରି...
ବିଶ୍ୱାସ
ତିଆର...
“
ବିଶ୍ୱାସ
ତିଆରି କରେ ବି ମଣିଷ
ଭାଙ୍ଗିଦିଏ ବି ମଣିଷ
ଆଉକିଛି ନୁହେଁ କେବଳ ବିଶ୍ୱାସ ||
ପାହାଡ଼ରୁ ଆକାଶ, ନଦୀରୁ ଝରଣା
ପ୍ରତ୍ୟେକର ନିଶ୍ୱାସରୁ ପ୍ରଶ୍ୱାସ
ସବୁଠି ରହିଥାଏ ଏଇ ବିଶ୍ୱାସ ||
ପୁଅ ରହେ ମା' କୋଳରେ
କିଛି ଚିନ୍ତା ନକରି ନିର୍ଭୟରେ
ଭାଇ ରହେ ଭାଇ ପାଖରେ
ସନ୍ଦେହ ନ ରଖି ମନରେ
ସଭିଏଁ ବନ୍ଧା ଏଠି ବିଶ୍ୱାସର ଡୋରରେ ||
ଜୋର କରି ତାକୁ ଧରି ହୁଏନି
ବୁଝିବାକୁ ଚେଷ୍ଟା କରି ତାକୁ ବୁଝି ହୁଏନି
ଥରେ ଭାଙ୍ଗିଗଲେ କେବେ ଯୋଡ଼େନି
ଶେଷ ସୀମା କେବେ ବିଶ୍ୱାସରେ ମାପି ହୁଏନି ||
”
179
More oriya quote from Mamata Jena
Download StoryMirror App