STORYMIRROR
ପ୍ରେମ ଯିଏ...
ପ୍ରେମ ଯିଏ...
ପ୍ରେମ ଯିଏ...
“
ପ୍ରେମ ଯିଏ କରେ
କେବେ ଭାଙ୍ଗିସେ ଯାଏନା
ହେଲେ ସବୁ ସହିଯାଏ ଓଠ ସେ ଖୋଲେ ନା.....
ମରିଗଲେ ଖୋଲା ଥିବ ଏ ଆଖି
ସାଥିରେ ସାଥିରେ.....
ପଡ଼ିବନି ପଲକ ମୋ ନ ଦେଖି
ତୋତେରେ......
ଏକା ଛାଡି ଯିବିନାହିଁ ସାଥିରେ
ନେଇ ଯିବି ଛବି ତୋର ଆଖିରେ
ବଳିଦାନ ଦେଖେନା ପ୍ରେମ
ଯୁଗେ ଯୁଗେ ଅମର ସେ ନାମ
ଜୀବନ ମାଟି କହେନା କିନ୍ତୁ
ଜୀବନ ଦିଶୁନି
ଦିଶୁଛି ଖାଲି ତୁ......||
”
18
More oriya quote from Mamata Jena
Download StoryMirror App