STORYMIRROR
ତୁ ଏକା...
ତୁ ଏକା ମୋର
ଆଖି...
ତୁ ଏକା...
“
ତୁ ଏକା ମୋର
ଆଖି ମୋର ପ୍ରତିଟି ମୁହୂର୍ତ୍ତରେ
ତୁମକୁ ଖୋଜୁଥାଏ
ହୃଦୟର ସ୍ପନ୍ଦନ ମୋର
ତୁମରି ନାଁରେ ଚାଲିଥାଏ ||
ସ୍ୱପ୍ନରେ ତୁମର ଛବି ଯେ ଅଙ୍କେଇ
ରଙ୍ଗ ଯେବେ ବୋଳିଦିଏ
ଲାଗେ ସତେ ଯେମିତି ସ୍ୱପ୍ନରେ ନୁହଁ
ସତରେ ତୁମକୁ ପାଖରେ ପାଏ ||
ତୁମକୁ ଯେବେ ପାଖରେ ପାଏ
ଲାଜ଼ରେ ମୁଁ ଝାଉଁଳି ଯାଏ
ଦୂରେଇ ଗଲେ ତୁମେ ପାଖରୁ
ଶରୀରରୁ ମୋର ପ୍ରାଣ ଚାଲିଯାଏ ||
”
266
More oriya quote from Mamata Jena
Download StoryMirror App