STORYMIRROR

ସମ୍ପର୍କ...

ସମ୍ପର୍କ ଛିଣ୍ଡିଲା ପରେ ସେ ପୂର୍ଣ୍ଣ ସତ୍ୟ କହେନା, ‎ନିଜ ସ୍ୱାର୍ଥ ସାଧନେ ସେ ଅର୍ଦ୍ଧ ସତ୍ୟ ବାଣ୍ଟେ ସିନା। ‎ଅର୍ଦ୍ଧ ସତ୍ୟ ମିଥ୍ୟାଠୁ ଅଧିକ ତୀବ୍ର ବିଷ ହୁଏ, ଯାହା ଶୁଣି ସଂସାର ତୁମକୁ ହିଁ ଦୋଷୀ କହେ।। ‎‎ତା'ର ଛଳନା ଭରା ନିରୀହ ଚାହାଣୀ, ‎ଆଉ ତୁମର ମୌନ ବ୍ରତର କାହାଣୀ। ‎କ୍ଷଣିକ ବିଜୟ ତା'ର ହୁଏତ ହୁଏ, ‎ଅର୍ଦ୍ଧ ସତ୍ୟ କିନ୍ତୁ ଚିରକାଳ ଲୁଚି ନ ରହେ।। Priyanka Panda

By Priyanka Panda
 


More oriya quote from Priyanka Panda
0 Likes   0 Comments
0 Likes   0 Comments
0 Likes   0 Comments
0 Likes   0 Comments
0 Likes   0 Comments