STORYMIRROR

କେତେକ କ୍ଷଣ...

କେତେକ କ୍ଷଣ ଥାଆନ୍ତି ଅନ୍ତଃକରଣେ ଲିପିବଦ୍ଧ, ‎କାଳର ରଜ ବି ଯାହାକୁ ସ୍ପର୍ଶ କରିପାରେନା। ‎ବିସ୍ମରଣ କରିବାକୁ ଚାହିଁଲେ ବି ପୁନଃ ଫେରନ୍ତି ସେ, ‎କାରଣ ସେଗୁଡ଼ିକ ହିଁ ଜୀବନର ଶାଶ୍ୱତ ରେଖା।। Priyanka Panda ‎

By Priyanka Panda
 


More oriya quote from Priyanka Panda
0 Likes   0 Comments
0 Likes   0 Comments
1 Likes   0 Comments
0 Likes   0 Comments
0 Likes   0 Comments