STORYMIRROR

ଧନ ଥାଇ କି...

ଧନ ଥାଇ କି ଲାଭ, ଯେବେ ଧର୍ମ ନ କରଇ। ‎ମରଣ କାଳେ ଧନ ନୁହେଁ ଧର୍ମ ହିଁ ମୋକ୍ଷ ଦେଇଥାଇ।। ‎‎ଯଶ କାମନାରେ ଯେ କରେ ଧର୍ମାଚରଣ। ‎ତା ଯଶ ରହେନା ଚିରକାଳ ଜାଣ।। ‎‎କର୍ମ ହିଁ ପୂଜା, ସେବା ହିଁ ଧର୍ମ। ‎ଏଇଟା ହିଁ ଜୀବନର ପରମ ମର୍ମ।। ‎ ‎ ‎Priyanak Panda ‎

By Priyanka Panda
 


More oriya quote from Priyanka Panda
0 Likes   0 Comments
0 Likes   0 Comments
0 Likes   0 Comments
0 Likes   0 Comments
0 Likes   0 Comments