STORYMIRROR
ଲୋକ ଦିଅନ୍ତି...
ଲୋକ ଦିଅନ୍ତି...
ଲୋକ...
“
ଲୋକ ଦିଅନ୍ତି ତାହା ଯାହା ତାଙ୍କ ମନ ଚାହେଁ,
ତୁମ ପ୍ରାପ୍ୟ କିନ୍ତୁ କେହି ନ ଦିଏ ରହେ।
ଯାହା ଲଭିବା ପାଇଁ ତୁମେ ଯୋଗ୍ୟ ହୁଅ,
ତାହା ତ ନିଜ ହାତେ ନିଜେ ତୁମେ ଦିଅ।।
Priyanka Panda
”
More oriya quote from Priyanka Panda
Download StoryMirror App