STORYMIRROR
କରତାଳି...
କରତାଳି ଧ୍ୱନି...
କରତାଳି...
“
କରତାଳି ଧ୍ୱନି ସବୁ ଧୀରେ ସରିଯାଏ,
ଦୀପମାଳା ଲିଭିଗଲେ ତମସା ଭରିଯାଏ।
ରଙ୍ଗମଞ୍ଚର ରୀତି ଏହି ଚିରନ୍ତନ,
ସମୟ ହିଁ ଦିଏ ଜୀବନର ଦର୍ଶନ।।
Priyanak Panda
”
More oriya quote from Priyanka Panda
Download StoryMirror App