STORYMIRROR

ଶାନ୍ତି...

ଶାନ୍ତି ନିକେତନ ତୁମେ ଏ ଯାଯାବରର, କୋଟି ଜନ୍ମେ ନ ଭୁଲିବି ତୁମ ଦେଶ ଦ୍ବାର । ବେଦ-ଶାସ୍ତ୍ର-ରାମାୟଣ ମହାଭାରତରେ, ନପାଏ ଅଥଚ ଖୋଜେ ପ୍ରତିଟି ଶବ୍ଦରେ । କାଳେ ପାଇଯିବି ବୋଲି ଖୋଜୁଅଛି ସିନା ••• କିଏ କହେ ତମକୁ ମୁଁ ଭଲପାଏନା ?

By Laxman Kumar Behera
 174


More oriya quote from Laxman Kumar Behera
0 Likes   0 Comments
0 Likes   0 Comments
2 Likes   0 Comments
1 Likes   0 Comments
1 Likes   0 Comments

Similar oriya quote from Romance