STORYMIRROR

ରାକ୍ଷୀ ଗୋଟେ...

“ ରାକ୍ଷୀ ଗୋଟେ ସାମାନ୍ୟ ସୂତା ଖିଅ ଟେ ନୁହଁ ବରଂ ସାରା ଜୀବନ ଭରସା ର ଶକ୍ତ ଡୋରୀଟିଏ ! ଭଗବାନ ପ୍ରଦତ୍ତ ଏକ ଅବର୍ଣ୍ଣନୀୟ ସ୍ନେହ, ପ୍ରେମ ଓ ନିଃସ୍ୱାର୍ଥପରତା ର ନିଆରା ସମ୍ପର୍କ ଟିଏ ! ଦୁହିଁଙ୍କ ଜୀବନ ଆରମ୍ଭ ହୁଏ "ଭାଇ ଉଠେ କେତେ ଶୋଇବୁ ... ଆଜି ପରା ରାକ୍ଷୀ" ଆଉ ସମୟର ସ୍ରୋତ ଭସେଇ ନିଏ "ହାଲୋ....ଚଣ୍ଡାଳ ମୋ ରାକ୍ଷୀ ପାଇଲୁ !" ରେ ଜୀବନ ଯାତ୍ରା ଶେଷ ଯାକେ ଚାଲିଥାଏ .... ”

By Swetapadma Padhi
 330


More oriya quote from Swetapadma Padhi
29 Likes   0 Comments
19 Likes   0 Comments
22 Likes   0 Comments
15 Likes   0 Comments