STORYMIRROR
ପୂର୍ଣ୍ଣ...
ପୂର୍ଣ୍ଣ...
ପୂର୍ଣ୍ଣ...
“
ପୂର୍ଣ୍ଣ ସ୍ବାଧୀନତା ପୁଣି ଗୋଟେ କ'ଣ !
ଶରୀର ତ କେବେଠାରୁ ପରାଧୀନ
ବେଶ, କାମନା, ବାସନା ଓ ଖାଦ୍ୟ ଲୋଭରେ !
ଅଡ଼ୁଆସୂତା ପରି ବୁଦ୍ଧି ତ ଛନ୍ଦି
ହେଇଛି ଈର୍ଷା ଓ ଅହଂକାରରେ !
ମନ ଅପେକ୍ଷାରେ ଅଛି
ମୁକ୍ତ ହେବାକୁ ଏଇ ଇନ୍ଦ୍ରଜାଲରୁ !
ଶତପ୍ରତିଶତ ସ୍ବାଧୀନତା ପାଇବାକୁ
ଖୋଜୁଛି ନିରନ୍ତର ମୁକ୍ତିର ମାର୍ଗ !
”
383
More oriya quote from Swetapadma Padhi
Download StoryMirror App