STORYMIRROR
ରାକ୍ଷୀ ଗୋଟେ...
ରାକ୍ଷୀ ଗୋଟେ...
ରାକ୍ଷୀ ଗୋଟେ...
“
ରାକ୍ଷୀ ଗୋଟେ ସାମାନ୍ୟ ସୂତା ଖିଅ ଟେ ନୁହଁ
ବରଂ ସାରା ଜୀବନ
ଭରସା ର ଶକ୍ତ ଡୋରୀଟିଏ ! ଭଗବାନ ପ୍ରଦତ୍ତ ଏକ ଅବର୍ଣ୍ଣନୀୟ ସ୍ନେହ, ପ୍ରେମ ଓ ନିଃସ୍ୱାର୍ଥପରତା ର ନିଆରା ସମ୍ପର୍କ ଟିଏ ! ଦୁହିଁଙ୍କ ଜୀବନ ଆରମ୍ଭ ହୁଏ "ଭାଇ ଉଠେ କେତେ ଶୋଇବୁ ... ଆଜି ପରା ରାକ୍ଷୀ" ଆଉ ସମୟର ସ୍ରୋତ ଭସେଇ ନିଏ "ହାଲୋ....ଚଣ୍ଡାଳ ମୋ ରାକ୍ଷୀ ପାଇଲୁ !"
ରେ ଜୀବନ ଯାତ୍ରା
ଶେଷ ଯାକେ ଚାଲିଥାଏ ....
”
303
More oriya quote from Swetapadma Padhi
Download StoryMirror App