STORYMIRROR

ମିଠା ମିଠା...

“ ମିଠା ମିଠା ଯନ୍ତ୍ରଣାର କୋହଭରା ରାତି ଅମାନିଆ ମନ ସଂଗେ ଯୌବନର ତାତି। ପାପ ଆଉ ପୂଣ୍ୟର ସେ କରେନା ବିଚ଼ାର ଘରର ଏରୁଣ୍ଡି ଡିଏଁ ଛାଡ଼ି ଲାଜ ଡର। ©️ରାଜୀବ ”

By Rajeev Sahoo
 117