STORYMIRROR

ମଦ ଦୋକାନୀ...

ମଦ ଦୋକାନୀ କୁ ଦେଇ ପୁରସ୍କାର ମଦୁଆ ଙ୍କୁ ଏଠି ଜୁଲମ..... ରାସ୍ତା ଖାଲ ଢିପ ଆଖିକି ଦିଶୁନି ହେଲେ ରାସ୍ତା ପାଇଁ କଢ଼ା ନିୟମ.....। ଆହୁରି ନିୟମ କଢ଼ା କଢ଼ି ହେଉ ଦୁର୍ଘଟଣା ହେଉ ଲଗାମ... ହେଲେ ଏ ନିୟମ ସବୁ ଆଡେ ଲାଗୁ ଖାଲି ଅଟୋ ପିଠିରେ କିମ୍ପାଇ ପାଞ୍ଚଣ....। ଆମ ନିବେଦନ ଘେନ ପ୍ରଶାସନ ନିୟମ ତ କର ଦେଖି ଇନିକମ ନହେଲେ ଧନୀ କାର ଟି ଖସି ଚାଲିଯିବା ଅଟୋ ଅଟା ଖାଇ ହଗେ ଗହମ...।।।।

By Jesu christ Muduli
 419


More oriya quote from Jesu christ Muduli
6 Likes   0 Comments
12 Likes   1 Comments
6 Likes   0 Comments
8 Likes   3 Comments
6 Likes   0 Comments

Similar oriya quote from Action