STORYMIRROR
ଜୟ ସୋମନାଥ...
ଜୟ ସୋମନାଥ...
ଜୟ ସୋମନାଥ...
“
ଜୟ ସୋମନାଥ ମଲ୍ଲିକାର୍ଜୁନ
ଓଙ୍କାରେଶ୍ୱର ବୈଦ୍ୟନାଥ,
ବିଶ୍ୱନାଥ ମହାକାଳେଶ୍ୱର।
ତ୍ର୍ୟମ୍ବକେଶ୍ୱର କେଦାରନାଥ
ଘୃଷ୍ଣେଶ୍ୱର, ଭୀମ
ନାଗେଶ, ରାମେଶ୍ୱର ନାଥ।।
ବାର ଜ୍ୟୋତି ବାର ଧାମେ,
ବାର ରୂପେ ଏକ ଶିବ।
ଯେ ସ୍ମରେ ଭକ୍ତି ଭାବେ,
ତରିଯାଏ ଭବସାଗର ସେ ଜୀବ।।
Priyanka Panda
”
More oriya quote from Priyanka Panda
Download StoryMirror App