STORYMIRROR

ଜୀବନ ମୋର...

“ ଜୀବନ ମୋର ମୋର ବୋଲି ମୋର ଜୀବନକୁ କରୁଛି କେତେ ନିଜର, ହାଏ ରେ ଜୀବନ ପାଣି ଫୋଟକାରେ ଚାଲିଯାଇ କରୁ ପର। ପ୍ରଣତି ମହାପାତ୍ର ବାଲେଶ୍ଵର ”

By Pranati Mahapatra
 265