STORYMIRROR

ହସ ଟିକେ ଦିଅ...

ହସ ଟିକେ ଦିଅ ଗରିବ ମୁହଁରେ ଦେଇକି ଦି ମୁଠା ଅନ୍ନ ଦେଖିଛ କି କେବେ ହସିଛି ଠାକୁର ମନ୍ଦିରେ କରିଲେ ଦାନ ରଜତ୍ କୁମାର ନାୟକ

By Rajat Kumar Nayak
 97