STORYMIRROR
ସଂସାର...
ସଂସାର ହାଟରେ ସୁଖ...
ସଂସାର ହାଟରେ...
“
ସଂସାର ହାଟରେ ସୁଖ ଖୋଜୁ ଖୋଜୁ
ଦୁଃଖ କିଛି ପାଇଗଲି
ସୁଖ ତ ମହଙ୍ଗା ଦୁଃଖ ଶସ୍ତା ବୋଲି
କିଣୁ କିଣୁ କିଣିଦେଲି
ସୁଖ ଦିଏ ହସ ସୁଖ ଦିଏ ଖୁସି
ଏ କଥା ମୁଁ ଜାଣିଥିଲି
ନିରାଶା ଭିତରେ ବଞ୍ଚିବାର ଆଶା
ଦୁଃଖ ହିଁ ଶିଖାଏ ଖାଲି
”
73
More oriya quote from Rajat Kumar Nayak
Download StoryMirror App