STORYMIRROR
...
ଏଇତ ଜୀବନ -...
ଏଇତ...
“
ଏଇତ ଜୀବନ - ୩
..(ଦରଦୀ କବି - ସରୋଜ କୁମାର ଜେନା)..
ଏଇତ ଦୁୁନିଆ ହୋଇଛି କିମିଆ ଅର୍ଥ ପଛେ ହୁଏ ବାଇ ,
କରୁଛନ୍ତି ପର ନିଜ ସହୋଦର ସ୍ବାର୍ଥ ପଛେ ନିତି ଧାଇଁ ।
ବୁଝନ୍ତିନି ମନ ଖୋଜୁଥାନ୍ତି ଧନ ଭାଙ୍ଗୁଛନ୍ତି ଏଠି ପ୍ରେମ ,
ପ୍ରେମର ମହତକରିଣ ଅନର୍ଥ ବୁଝନ୍ତିନି ତାର ମର୍ମ ।
ବାଲିଝରୀ,ନରସିଂହପୁର
କଟକ
”
118
More oriya quote from Saroj Kumar Jena
Similar oriya quote from Tragedy
Download StoryMirror App