STORYMIRROR
...
ବିରହ...
...
“
ବିରହ ପ୍ରେମ
...ସରୋଜ କୁମାର ଜେନା...
କହିବ ଯଦିଓ ଥୁଣ୍ଟା ତରୁ ସାଜି
ରହିବି ସାରା ଜୀବନ
ସତ କହୁଅଛି ତୁମରି ବିନା ମୁଁ
ଦେଇନି କାହାକୁ ମନ ।
ତୁମେମୋ ଜୀବନ ତୁମେ ପ୍ରାଣଧନ
ତୁମକୁ ପାଉଛି ଭଲ
ଚାହିଁବ ଯଦିଓ ଦେଖେଇ ଦେବିମୁଁ
ବକ୍ଷକୁ କରିକି ଫାଳ
”
184
More oriya quote from Saroj Kumar Jena
Similar oriya quote from Tragedy
Download StoryMirror App