STORYMIRROR

ଚିଠି ମୁଁ...

“ ଚିଠି ମୁଁ ଦେଇଚି ଚିଠିବି ପାଇଚି ଚିଠିକୁ ଯତ୍ନେ ରଖିଚି , ଚିଠି ମୋ ଚିରିଚି ପ୍ରେୟସୀ ଭୁଲିଚି ଚିଠିରେ ଦେଇଚି ରଚି।୧। ଚିଠି ମୁଁ ପଢୁଚି ନିଇତି କାନ୍ଦୁଚି ଚିଠିଟି ସ୍ମୃତି ସାଜିଚି, ଚିଠି ପ୍ରେମ ରୁଚି କାହୁଁ ମୁଁ ପାଉଚି ଚିଠିବା ଧୋକା ଦେଇଚି ।।୨ ..( ସରୋଜ କୁମାର ଜେନା). ”

By Saroj Kumar Jena
 80


More oriya quote from Saroj Kumar Jena
0 Likes   0 Comments
1 Likes   0 Comments
1 Likes   0 Comments
1 Likes   0 Comments
1 Likes   0 Comments

Similar oriya quote from Tragedy