STORYMIRROR
ଦୁନିଆ ଦେଖିନି...
ଦୁନିଆ ଦେଖିନି...
ଦୁନିଆ...
“
ଦୁନିଆ ଦେଖିନି ସମାଜ ଦେଖିନି
ଦେଖିନି ବି ନିଜ ଜୀବନ
ଯାହା ଟିକେ କେବେ ଦେଖିଛି ଶୁଣିଛି
ସେ ମୋ ଛାତିର ସ୍ପନ୍ଦନ.
✍️ଦେବବ୍ରତ ବାରିକ
”
47
More oriya quote from Debabrata Barik Debunu
Similar oriya quote from Romance
Download StoryMirror App