Debabrata Barik Debunu
Literary Colonel
AUTHOR OF THE YEAR 2020 - NOMINEE

163
పోస్ట్లు
160
అనుచరులు
10
అనుసరిస్తున్నారు

ଜୀବନର ଅନେକ କାହାଣୀ. ଅଭୁଲା ହୋଇ ରହିଯାଏ..! ଆଉ କିଛି କଥା ବି ଅକୁହା ହୋଇ.. କିଛି ଜଣ ଛୁଇଁ ଦେଇ ଫେରିଯାଆନ୍ତି ତାଙ୍କ ବାଟରେ.. 🚶🏻 ଆଉ କିଛି ଯାଆନ୍ତି ଏ ହୃଦୟେ ରହି❤

స్నేహితులతో పంచుకోండి
Earned badges
See all

ତମାମ୍ ରାତିକୁ ଦିନଠୁ ଚୋରେଇ ଶୋଇଥିଲ ଯେଉଁ ନିଦରେ ସେଇ ନିଦ ଆଜି ଗଜଲ ଗାଉଚି ମଥା ରଖି ମୋ ଛାତିରେ.... 😉✍🏻ଦେବବ୍ରତ

ତମାମ୍ ରାତିକୁ ଦିନଠୁ ଚୋରେଇ ଶୋଇଥିଲ ଯେଉଁ ନିଦରେ ସେଇ ନିଦ ଆଜି ଗଜଲ ଗାଉଚି ମଥା ରଖି ମୋ ଛାତିରେ.... 😉✍🏻ଦେବବ୍ରତ

ମିଠା ମିଠା ଲାଗେ ତୋ ପ୍ରେମ ପୀରତି ମିଠା ତୋ ହାତର ଛୁଆଁ ଏମୋ ଓଠରେ ତୋ ମିଠା ଚୁମ୍ବନ ପାଗଳ କରୁଛି କିଇଁ.... ✍️ଦେବବ୍ରତ ବାରିକ

ଦୁନିଆ ଦେଖିନି ସମାଜ ଦେଖିନି ଦେଖିନି ବି ନିଜ ଜୀବନ ଯାହା ଟିକେ କେବେ ଦେଖିଛି ଶୁଣିଛି ସେ ମୋ ଛାତିର ସ୍ପନ୍ଦନ. ✍️ଦେବବ୍ରତ ବାରିକ

କିଛି promise ମୁଁ କରିବିନି କାରଣ ସମ୍ପର୍କ କୁ ଆବଦ୍ଧ କରିବା ମୁଁ ଚାହେଁନି, ମୁଁ ଚାହେଁ ମୁକ୍ତ ସମ୍ପର୍କ ଏବଂ ଯେ ଉଁଠି ଭରଷା ନଥାଏ ନିଜ ଉପରେ କିମ୍ବା ସମ୍ପର୍କରେ ସେଇଠି promise କଥା କୁହାଯାଏ।

ମୋ କୋଳ ଭରୁଛି ତୋ ଆଗମନେ ଲୋ ଆଲୋ ମୋ କଣ୍ଢେଇରାଣୀ ତୋ ପାଖେ ଦୁନିଆ ଫିକା ଫିକା ଲାଗେ ତୁ ମୋର ହୃଦ ରଙ୍କୁଣୀ। ✍️ଦେବବ୍ରତ ବାରିକ

ମିଠା ମିଠା ଲାଗେ ତୋ ପ୍ରେମ ପୀରତି ମିଠା ତୋ ହାତର ଛୁଆଁ ଏମୋ ଓଠରେ ତୋ ମିଠା ଚୁମ୍ବନ ଏତେ ପାଗଳ କରୁଛି କିଆଁ ✍️ଦେବବ୍ରତ ବାରିକ

ଭଲ ମୁଁ ପାଉଛି ଭଲ ପାଉଥିବି ଜୀବ ମୋର ଥିବା ଯାଏ ଅବୁଝା ପ୍ରିୟା କୁ ବୁଝେଇ ପାରୁନି କେତେ ଭଲ ତାକୁ ପାଏ ✍️ଦେବବ୍ରତ ବାରିକ

ଗୋଲାପ ଫୁଲଟେ ଅରପି ଦେଲେ କି ପ୍ରୀତି ଆପଣାର ହୁଏ, ପ୍ରୀତି ପରା ଏକ ପଞ୍ଚବଟୀ ବନ ଅନ୍ତରରୁ ଶୋଭାପାଏ.... ✍️ଦେବବ୍ରତ ବାରିକ


ఫీడ్

గ్రంథాలయం

వ్రాయండి

నోటిఫికేషన్
ప్రొఫైల్