STORYMIRROR

ଚିଠି ମୁଁ...

ଚିଠି ମୁଁ ଦେଇଚି ଚିଠିବି ପାଇଚି ଚିଠିକୁ ଯତ୍ନେ ରଖିଚି , ଚିଠି ମୋ ଚିରିଚି ପ୍ରେୟସୀ ଭୁଲିଚି ଚିଠିରେ ଦେଇଚି ରଚି।୧। ଚିଠି ମୁଁ ପଢୁଚି ନିଇତି କାନ୍ଦୁଚି ଚିଠିଟି ସ୍ମୃତି ସାଜିଚି, ଚିଠି ପ୍ରେମ ରୁଚି କାହୁଁ ମୁଁ ପାଉଚି ଚିଠିବା ଧୋକା ଦେଇଚି ।।୨ ..( ସରୋଜ କୁମାର ଜେନା).

By Saroj Kumar Jena
 76


More oriya quote from Saroj Kumar Jena
0 Likes   0 Comments
1 Likes   0 Comments
1 Likes   0 Comments
1 Likes   0 Comments
1 Likes   0 Comments

Similar oriya quote from Tragedy