STORYMIRROR

ଭାରତ ଭାରତୀ...

ଭାରତ ଭାରତୀ ତୁମେ ରାଜ୍ୟ ରାଜଜେମା, ଊଣା ହୋଇବ ତୁମକୁ ସମସ୍ତ ଉପମା । ପୁନର୍ବଷୁ କର୍କଟ ଗୋ ତୁମ ରାଶିଫଳ, ତୁମ ପରି ନାରୀ ପରା ମର୍ତ୍ତ୍ଯରେ ବିରଳ । ସାହିତ୍ୟ ସୃଷ୍ଟିରେ ତୁମେ ଅମ୍ଳାନ ବର୍ଣ୍ଣନା ••• କିଏ କହେ ତମକୁ ମୁଁ ଭଲପାଏନା ?

By Laxman Kumar Behera
 291


More oriya quote from Laxman Kumar Behera
0 Likes   0 Comments
0 Likes   0 Comments
2 Likes   0 Comments
1 Likes   0 Comments
1 Likes   0 Comments

Similar oriya quote from Romance