STORYMIRROR
ଅନ୍ୟର...
ଅନ୍ୟର ଭଲ କଲେ ଯେ...
ଅନ୍ୟର ଭଲ...
“
ଅନ୍ୟର ଭଲ କଲେ ଯେ ନିଶ୍ଚୟ ଭଲ ମିଳିବ, ଏହା ଏକ ଅହେତୁକ ବିଶ୍ୱାସ। ଯେତେ ଭଲ କାମ କଲେ ବି ଖରାପ ମଧ୍ୟ ମିଳିପାରେ। ହଁ ଆପଣ ଅନ୍ୟର ଭଲ ନିଶ୍ଚୟ କରିବେ କିନ୍ତୁ କେବଳ ଭଲ ମିଳିବ ବୋଲି ଆଶାବାଦୀ ନ ହୋଇ ଉଭୟ ଭଲ ଓ ଖରାପ ପାଇଁ ପ୍ରସ୍ତୁତ ହୋଇ ରହିବା ଆବଶ୍ୟକ।....
”
73
More oriya quote from Rajabala Tripathy
Similar oriya quote from Inspirational
Download StoryMirror App