STORYMIRROR

ହଜି ଯାଇଛି ଦେହ ଭାଇ ଡାକ ହଜି ପାରୁନାହିଁ ସ୍ଵପ୍ନଟେ ଭାବି ଚଞ୍ଚଳ ଚଞ୍ଚଳ ମନ ମୋ ଚଞ୍ଚଳ ସପନରେ ଯାଏ ହଜି ସାତଦୀପ ସାଖିରଖି ଚାଷ ପାଇଁ ମାଟି ଅଭାବ ନଈ ପୋତି ସହର ବସେ ବରଷା ଯାଏ ହଜି କେମିତି ଆସିଲା ଅଦିନେ ପ୍ରଳୟ ପତ୍ର ଗଲା ହଜି ଆଜି ବି ପାଇନି ସେହି ପ୍ରେମ ପତ୍ର ଖୋଜି ||

Oriya ହଜି Poems