ନୀଳନୟନା ଚଞ୍ଚଳମନା କୋକିଳକଣ୍ଠୀ ପ୍ରିୟା ସେ ଘନକେଶୀ ଯୁବାବୟସୀ ଅତୀବ ସୌମ୍ୟ କାୟା । ନୀଳନୟନା ଚଞ୍ଚଳମନା କୋକିଳକଣ୍ଠୀ ପ୍ରିୟା ସେ ଘନକେଶୀ ଯୁବାବୟସୀ ଅତୀବ ସୌମ୍ୟ କାୟା ।
ତତେ ଲେଖିଦେଲେ କବିତା ମାେ ଶେଷହୁଏନି ଲଭ୍ ୟୁ ଲଭ୍ ୟୁ ସୁହାନି ତତେ ଲେଖିଦେଲେ କବିତା ମାେ ଶେଷହୁଏନି ଲଭ୍ ୟୁ ଲଭ୍ ୟୁ ସୁହାନି
ଚାଲି ତୋର ସତେ ରାଜ ହଂସିନୀ କଥାରୁ ଅମୃତ ଝରଇ ଚନ୍ଦ୍ରମାରେ ଯେ କଳଙ୍କ ଥାଏ ତୋ ପାଖେ ନ ମିଳଇ ଚାଲି ତୋର ସତେ ରାଜ ହଂସିନୀ କଥାରୁ ଅମୃତ ଝରଇ ଚନ୍ଦ୍ରମାରେ ଯେ କଳଙ୍କ ଥାଏ ...