ମୁହୂର୍ତ୍ତ ମୁହୂର୍ତ୍ତ ବଞ୍ଚିବା'ଟା କଷ୍ଟ ତୋ ପ୍ରିତି ପରସ ବିନୁ ହୃଦୟ କନ୍ଦରେ ଆସିଯାଅ ବାରେ ମନୁଆ ମୁହୂର୍ତ୍ତ ମୁହୂର୍ତ୍ତ ବଞ୍ଚିବା'ଟା କଷ୍ଟ ତୋ ପ୍ରିତି ପରସ ବିନୁ ହୃଦୟ କନ୍ଦରେ ଆସିଯାଅ...
ଆଗୋ ପ୍ରିୟତମା ଆଗୋ ପ୍ରିୟତମା
କେବେ ଜୀବନରେ ଲାଗିବି ସଦା ମୁଁ ତୁମ ଉପକାରେ ଢାଳିବନି ଆଉ ଲହୁ । କେବେ ଜୀବନରେ ଲାଗିବି ସଦା ମୁଁ ତୁମ ଉପକାରେ ଢାଳିବନି ଆଉ ଲହୁ ।