STORYMIRROR

ଦିଗହରା ଦେଶେ ଜୀବନ କରମେ ଶେଷେ ଗଡଗଡା ଚାହିଁଛି ତା ପଥ କଥା ଦେଇ ଥିଲା ଆସିବ ନିଦାଘ ଶେଷେ କଳା ବାଦଲ ର ଶାଢିରେ ଶଜାଇ ଲାଜୁକି ପ୍ରିୟା ମୋ ନହୁଲି ବଧୁ ର ବେଶେ ।

Oriya ଶେଷେ Poems