ଚଇତ ମାସରେ ଜନମ ଦିନରେ ଚଇତି ପରବ ବେଳେ, ହୁଏ ଅସୁମାରୀ ଭକ୍ତ ସମାଗମ ଆନନ୍ଦେ ପୀଠ ଉଛୁଳେ। ଚଇତ ମାସରେ ଜନମ ଦିନରେ ଚଇତି ପରବ ବେଳେ, ହୁଏ ଅସୁମାରୀ ଭକ୍ତ ସମାଗମ ଆନନ୍ଦେ ପୀଠ ଉଛୁଳେ।
ବରବରା ଶାଳବନ ପରିବେଶ ସୁନ୍ଦର ଶାଳିଆରେ ଗଢ଼ା ଡ୍ୟାମ୍ ମନ କିଣେ ମୋହର । ବରବରା ଶାଳବନ ପରିବେଶ ସୁନ୍ଦର ଶାଳିଆରେ ଗଢ଼ା ଡ୍ୟାମ୍ ମନ କିଣେ ମୋହର ।