ପ୍ରୀତି ପବିତ୍ର ଶ୍ରାବଣ ବିଜୁଳି ଭିଜା ଶାଢୀ ଅଜନ୍ତା ଯୌବନ ଚାହିଁଛି ତା ପଥ କଥା ଦେଇ ଥିଲା ଆସିବ ନିଦାଘ ଶେଷେ କଳା ବାଦଲ ର ଶାଢିରେ ଶଜାଇ ଲାଜୁକି ପ୍ରିୟା ମୋ ନହୁଲି ବଧୁ ର ବେଶେ ।

Oriya ଲାଜୁକି Poems