ପାପର ବିଲୟ ହେଉ ଆହେ'ନାଥ ଏତିକି ବିନତି ଅଳି , ପାପର ବିଲୟ ହେଉ ଆହେ'ନାଥ ଏତିକି ବିନତି ଅଳି ,
ଜୀବନକୁ ଅଟହାସ୍ଯ କରୁଥାଏ ମୃତ୍ଯୁ, ଯନ୍ତ୍ରଣାର କଷାଘାତ କରୁଥାଏ ଶତ୍ରୁ । ଜୀବନକୁ ଅଟହାସ୍ଯ କରୁଥାଏ ମୃତ୍ଯୁ, ଯନ୍ତ୍ରଣାର କଷାଘାତ କରୁଥାଏ ଶତ୍ରୁ ।