ଛଟକାକ୍ଷୀ ନବ ନାଗରୀରାଜ ଛଡାଇବ ଟି ଆଜ ତୋତେ ଲାଜ (4) ଛପି ଗଲାନି ଦିବାକର ଦ୍ୟୁତି ଛଦ୍ମ ନୁହଁ ଜଗଦେବ ଭାରତୀ... ଛଟକାକ୍ଷୀ ନବ ନାଗରୀରାଜ ଛଡାଇବ ଟି ଆଜ ତୋତେ ଲାଜ (4) ଛପି ଗଲାନି ଦିବାକର ଦ୍ୟୁତି ଛ...
ଛନ୍ଦି ବାହୁ ଜାନୁ .ଯ଼ୁଗଳେ ତୋତେ ଛାତିପରେ ଭିଡି ମାତିବ ରତେ ଛନ୍ଦି ବାହୁ ଜାନୁ .ଯ଼ୁଗଳେ ତୋତେ ଛାତିପରେ ଭିଡି ମାତିବ ରତେ
ଥିର ଗମନାକୁ ମୋର ହୃଦୟରେ ହାର - କରିବାକୁ ସହଚରୀ ଉପାୟ ବିଚାର ଥିର ଗମନାକୁ ମୋର ହୃଦୟରେ ହାର - କରିବାକୁ ସହଚରୀ ଉପାୟ ବିଚାର