କଥା -- ଶୁଣ ନ ଶୁଣ; ମୋର -- ରହିଲା ରାଣ ସେବକ ଟାଣିଲେ ରଥ ଶରଧା ବାଲି ରହିଲା ଖାଲି ଇଏକି ଅପୂର୍ବ ଲିଳା ମହାପ୍ରଭୁ ଗଳାବାଟ ଦେଇ ଆସିଲା ପୁଅ ସଙ୍ଗରୋଧ ଘରେ ରହିଲା କରୋନା ରେ ତାର ଜୀବନ ଗଲା

Oriya ରହିଲା Poems